AIR NEWS CUTTACK (ଆକାଶବାଣୀ ସମ୍ବାଦ, କଟକ)
AIR NEWS CUTTACK (ଆକାଶବାଣୀ ସମ୍ବାଦ, କଟକ) @airnewscuttack ·
- ଓଡ଼ିଶା ଗସ୍ତରେ ଥିବା ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଆଜି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। - କିଛି ସମୟରେ ସେ ଗୋପାଳପୁର ପହଞ୍ଚିବେ। ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ। #Armychief #Puri #Gopalpur #Odisha #Visit
16
Kanak News
Kanak News @kanak_news ·
ଗୋପାଳପୁର ଆର୍ମି ଏଡି କଲେଜରେ ପହଞ୍ଚିଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଏଠାରୁ ସେ ଗୋପାଳପୁର ବେଳାଭୂମି ଯିବେ । ସେଠାରୁ ପୁଣି ଏଡି କଲେଜକୁ ଫେରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । #ArmyChief #Odisha #Gopalpur #KanakNews
1.2K
Uday India
Uday India @Udayindiaonline ·
#BigNews सेना प्रमुख जनरल उपेंद्र द्विवेदी ने ओडिशा के पुरी स्थित जगन्नाथ मंदिर का दौरा किया। उन्होंने कहा, "मैंने आगामी चुनौतियों में सेना के लिए आशीर्वाद की प्रार्थना की।" #Puri #ArmyChief
18
ଓଟିଭି
ଓଟିଭି @otvkhabar ·
ମହାପ୍ରଭୁଙ୍କ ଶରଣରେ ସେନା ମୁଖ୍ୟ, ଶ୍ରୀଜିଉଙ୍କ ଦର୍ଶନ କଲେ #lordjagannath #armychief #GeneralUpendraDwivedi #prayers #Gopalpur #DefenceReview #Odisha #OTV otvkhabar.in/odisha/army-ch…
Army Chief Offers Prayers in Puri: ମହାପ୍ରଭୁଙ୍କ ଶରଣରେ ସେନା ମୁଖ୍ୟ, ଶ୍ରୀଜିଉଙ୍କ ଦର୍ଶନ କଲେ

ଓଡିଶା - ୩ ଦିନିଆ ଓଡ଼ିଶା ଗସ୍ତରେ ସ୍ଥଳସେନା ମୁଖ୍ୟ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସେନା ମୁଖ୍ୟ। ଏହା ପରେ ସ୍ବତନ୍ତ୍ର ବିମାନରେ ଗୋପାଳପୁର ଯିବେ।

From otvkhabar.in
429
Prameya Digital
Prameya Digital @PrameyaDigital ·
Upendra Dwivedi : ଭାରତୀୟ ସେନାର ଉନ୍ନତି ଓ ଭାରତବାସୀଙ୍କ ସୁରକ୍ଷା କାମନା କଲି,ପୁରୀ ନଗରୀକୁ ଆସି ଧନ୍ୟ ହେଲି ,ସବୁବେଳେ ମୋ ମୁଣ୍ଡ ମହାପ୍ରଭୁଙ୍କ ନିକଟରେ ନତମସ୍ତକ ରହୁ .. #upendradwivedi #armychief #indianarmy #puri #jagannathtemple #mahaprabhu #purisp #puricolletor #prameyadigital #PrameyaOdia
245
Dharitri Live
Dharitri Live @DharitriLive1 ·
-ପୁରୀ ଶ୍ରୀମନ୍ଦିରରେ ସ୍ଥଳସେନା ମୁଖ୍ୟ -ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ -୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ #SriMandir #ArmyChief #UpendraDwivedi #COAS #Puri #Odisha #Dharitri 📲 Follow Dharitri – Odisha’s No.1 Odia Daily 📰4q
63
Prameya Digital
Prameya Digital @PrameyaDigital ·
ଶ୍ରୀମନ୍ଦିରରେ ସ୍ଥଳସେନା ମୁଖ୍ୟ, ମହାପ୍ରଭୁଙ୍କୁ ଦର୍ଶନ କଲେ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ #ArmyChief #UpendraDwivedi #Srimandir #Puri #JagannathTemple #Odisham #PrameyaOdia #PrameyaDigital prameya.com/army-chief-upe…
ଶ୍ରୀମନ୍ଦିରରେ ସ୍ଥଳସେନା ମୁଖ୍ୟ, ସେନା ଓ ଦେଶର ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଜଣାଇଲେ - Prameya Odia

Indian Army Chief General Upendra Dwivedi visited the Shree Jagannath Temple in Puri and offered prayers. His visit drew attention from devotees and officials in Odisha.

From prameya.com
60
AIR News Sambalpur
AIR News Sambalpur @airnews_sbp ·
ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଆଏଜ୍ ୩ ଦିନିଆ ଓଡ଼ିଶା ଗସ୍ତଥି ଆସିକରି ଭୁବ୍‌ନେଶ୍ୱର୍ ପୁହୁଁଚିଛନ୍ । ଇ ଅବ୍‌ସରେ ଶ୍ରୀ ଦ୍ୱିବେଦୀ ଭୁବ୍‌ନେଶ୍ୱର୍‌, ପୁରୀ ଆଉ ଗଞ୍ଜାମ୍ ଜିଲ୍ଲା ଗୋପାଲ୍‌ପୁର୍ ନ ଭିନ୍ ଭିନ୍ କାର୍ଯ୍ୟକ୍ରମ୍‌ଥି ଯୋଗ୍ ଦେବେ । #Armychief #Odishavisit
12
Odisha News e-Paper
Odisha News e-Paper @Odishaepaper ·
Replying to @Odishaepaper
ଓଡ଼ିଶା ଗସ୍ତରେ ସ୍ଥଳସେନା ମୁଖ୍ୟ: -ସନ୍ଧ୍ୟାରେ ପହଞ୍ଚି ଭୁବନେଶ୍ବର ୧୨୦ ବାଟାଲିୟନରେ ରାତ୍ରିଯାପନ କରିବେ -୨୮ରେ ପୁରୀ ଯିବେ, ପୁରୀ ସୈନିକ ସଦନରେ ରହିବେ, ଏଵଂ ମହାପ୍ରଭୁଙ୍କୁ ଦର୍ଶନ କରିବେ -ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ଯିବେ #Armychief #GeneralUpendraDwivedi #Odisha
33