Prameya Digital
Prameya Digital @PrameyaDigital ·
ବାଂଲାଦେଶରେ ଆଇପିଏଲ ସିଧାପ୍ରସାରଣ ହେବ ନା ନାହିଁ ? ସରକାର ନେଲେ ବଡ଼ ନିଷ୍ପତ୍ତି #ipl2026 #prameyaodia #prameyadigital #IPLTelecastinBangladesh #ipl #Bangladesh prameya.com/bangladesh-lif…
ବାଂଲାଦେଶରେ ଆଇପିଏଲ ସିଧାପ୍ରସାରଣ ହେବ ନା ନାହିଁ ? ସରକାର ନେଲେ ବଡ଼ ନିଷ୍ପତ୍ତି - Prameya Odia

Bangladesh Government Takes Big Call On Broadcast Ban Just Ahead Of IPL 2026, minister confirms

From prameya.com
41
Prameya Digital
Prameya Digital @PrameyaDigital ·
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ନେପାଳ ପିଏମ୍, କହିଲେ ଆପଣଙ୍କ ସହ ମିଶି କାମ କରିବାକୁ ଉତ୍ସୁକ prameya.com/nepal-pm-balen… #prameyadigital #NepalPM #NarendraModi #IndiaNepalRelation #diplomacy
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ନେପାଳ ପିଏମ୍, କହିଲେ ଆପଣଙ୍କ ସହ ମିଶି କାମ କରିବାକୁ ଉତ୍ସୁକ - Prameya...

Nepal’s Prime Minister spoke with PM Narendra Modi, expressing a strong commitment to strengthening ties and working closely with India on key issues. Read more.

From prameya.com
33
Prameya Digital
Prameya Digital @PrameyaDigital ·
ସଞ୍ଜୁ ସାମସନଙ୍କ ପୁରୁଣା ଇଚ୍ଛାର ଖୁଲାସା କଲେ କ୍ୟାପ୍ଟେନ୍ ଋତୁରାଜ, ସିଏସକେରେ ଖେଳିବାକୁ ଥିଲା....#ipl2026 #prameyaodia #prameyadigital #csk #ipl #sanjusamson #ruturajgaikwad #chhenaisuperkings prameya.com/ruturaj-gaikwa…
ସଞ୍ଜୁ ସାମସନଙ୍କ ପୁରୁଣା ଇଚ୍ଛାର ଖୁଲାସା କଲେ କ୍ୟାପ୍ଟେନ୍ ଋତୁରାଜ, ସିଏସକେରେ ଖେଳିବାକୁ ଥିଲା.... - Prameya Odia

IPL 2026; Chennai Super Kings Captain Ruturaj Gaikwad reveals Sanju Samson's old CSK wish: he Want to play under in csk

From prameya.com
59
Prameya Digital
Prameya Digital @PrameyaDigital ·
'ଓଃ ମାଇଁ ଗଡ୍ ରୋହିତ'... ହିଟ୍‌ମ୍ୟାନଙ୍କୁ ଚିହ୍ନି ପାରିଲେନି ମୁମ୍ବାଇ ମାଲିକାଣୀ ନୀତା ଅମ୍ବାନୀ, ରିଆକ୍ସନ ଭାଇରାଲ #ipl2026 #prameyaodia #prameyadigital #mumbaiindians #rohitsharma #ipl #nitaambani prameya.com/nita-ambani-fa…
'ଓଃ ମାଇଁ ଗଡ୍ ରୋହିତ'... ହିଟ୍‌ମ୍ୟାନଙ୍କୁ ଚିହ୍ନି ପାରିଲେନି ମୁମ୍ବାଇ ମାଲିକାଣୀ ନୀତା ଅମ୍ବାନୀ, ରିଆକ୍ସନ...

IPL 2026; “Mumbai Indians owner Nita Ambani to Rohit, ''My god Rohit I didn’t recognise you at all. You look like a young boy now”.

From prameya.com
78
Prameya Digital
Prameya Digital @PrameyaDigital ·
ହୋର୍ମୁଜ୍ ଦେଇ ଭାରତ ଆସୁଛି ଆଉ ୨ ତୈଳ ଜାହାଜ, ସୁରକ୍ଷା ଦେଉଛନ୍ତି ଯୁଦ୍ଧପୋତ, ଆଲର୍ଟରେ ନୌସେନା prameya.com/two-more-oil-l… #prameyadigital #indiannavy #StraitOfHormuz #OilTankers #MaritimeSecurity
ହୋର୍ମୁଜ୍ ଦେଇ ଭାରତ ଆସୁଛି ଆଉ ୨ ତୈଳ ଜାହାଜ, ସୁରକ୍ଷା ଦେଉଛନ୍ତି ଯୁଦ୍ଧପୋତ, ଆଲର୍ଟରେ ନୌସେନା - Prameya Odia

Two more oil-laden Indian ships are crossing the Strait of Hormuz as the Indian Navy remains on standby to ensure their safety amid rising regional tensions. Read full details.

From prameya.com
51
Prameya Digital
Prameya Digital @PrameyaDigital ·
ଏପ୍‌ଷ୍ଟିନ୍‌ର ମୁଖ୍ୟ ସହଯୋଗୀ ମ୍ୟାକ୍ସୱେଲର ସିକ୍ରେଟ୍ ଫାର୍ମହାଉସ୍, କିଣିବାକୁ ଟଙ୍କା ଦେଇଥିଲା ସ୍ଵିସ୍ ବ୍ୟାଙ୍କ୍ prameya.com/ghislaine-maxw… #prameyadigital #ghislainemaxwel #JeffreyEpstein #ubsbank #EpsteinCase
ଏପ୍‌ଷ୍ଟିନ୍‌ର ମୁଖ୍ୟ ସହଯୋଗୀ ମ୍ୟାକ୍ସୱେଲର ସିକ୍ରେଟ୍ ଫାର୍ମହାଉସ୍, କିଣିବାକୁ ଟଙ୍କା ଦେଇଥିଲା ସ୍ଵିସ୍ ବ୍ୟାଙ୍କ୍ -...

Explore the connections between Ghislaine Maxwell, UBS Bank, and the Jeffrey Epstein case. A detailed breakdown of hidden financial links and legal developments.

From prameya.com
53
Prameya Digital
Prameya Digital @PrameyaDigital ·
-ପୁରୀ ପେଣ୍ଠକଟାରେ ଯୁବକଙ୍କୁ ହତ୍ୟା -ମୃତକ ଷ୍ଟେସନ ବାଲିଉପର ଅଞ୍ଚଳର -ହତ୍ୟାର କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୁଲିସ #prameyadigital #puri #murder #crimenews #Odishanews
56
Prameya Digital
Prameya Digital @PrameyaDigital ·
IPL ୨୦୨୬ ପାଇଁ କମେଣ୍ଟ୍ରି ପ୍ୟାନେଲ ଘୋଷଣା; ୧୨ଟି ଭାଷାରେ କହିବେ ୧୩୦ରୁ ଅଧିକ କମେଣ୍ଟେଟର #prameyaodia #prameyadigital #IPL2026 #ipl #RAshwin #iplcommentators prameya.com/ipl-2026-to-be…
IPL ୨୦୨୬ ପାଇଁ କମେଣ୍ଟ୍ରି ପ୍ୟାନେଲ ଘୋଷଣା; ୧୨ଟି ଭାଷାରେ କହିବେ ୧୩୦ରୁ ଅଧିକ କମେଣ୍ଟେଟର - Prameya Odia

Full list of commentators across 12 languages for IPL 2026, from R Ashwin to AB de Villiers

From prameya.com
35
Prameya Digital
Prameya Digital @PrameyaDigital ·
#ଶ୍ରୀମନ୍ଦିରରେ_ସ୍ଥଳସେନା_ମୁଖ୍ୟ -ପରିବାର ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ -କହିଲେ ମହାବାହୁଙ୍କୁ ଦର୍ଶନ କରି ଆଶିଷ ଲାଭ କଲି, ବହୁତ ଶାନ୍ତି ଲାଗିଲା -ଭାରତୀୟ ସେନାଙ୍କ ଉପରେ ସର୍ବଦା ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଉ #prameyadigital #Puri #srimandir #Armychief
971
Prameya Digital
Prameya Digital @PrameyaDigital ·
prameya.com/who-is-shahnee… ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଶୁଭମନ ଗିଲଙ୍କ ଭଉଣୀ ସହନୀଲ୍ ? #subhamangill #sahneelgill #prameyadigital #prameyaodia
ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଶୁଭମନ ଗିଲଙ୍କ ଭଉଣୀ ସହନୀଲ୍ ? - Prameya Odia

Who is Shahneel Gill? Learn about Shubman Gill’s sister, her career, lifestyle, and her debut in The Traitors Season 2.

From prameya.com
149
Prameya Digital
Prameya Digital @PrameyaDigital ·
prameya.com/saba-azad-hosp… ଯନ୍ତ୍ରଣା ଭୋଗୁଛନ୍ତି ହ୍ରିତିକଙ୍କ ପ୍ରେମିକା, ମେଡିକାଲ ବେଡରୁ ସେୟାର କଲେ ଫଟୋ #hritikroshan #sabaazad #prameyadigital #prameyaodia
ଯନ୍ତ୍ରଣା ଭୋଗୁଛନ୍ତି ହ୍ରିତିକଙ୍କ ପ୍ରେମିକା, ମେଡିକାଲ ବେଡରୁ ସେୟାର କଲେ ଫଟୋ - Prameya Odia

“Hrithik Roshan’s Partner Saba Azad Suffers Severe Infection: What Happened?”

From prameya.com
146
Prameya Digital
Prameya Digital @PrameyaDigital ·
prameya.com/hardik-pandya-… ଓ୍ବାଙ୍ଖଡେ ଷ୍ଟାଡିୟମର ଗ୍ରାଉଣ୍ଡଷ୍ଟାଫଙ୍କୁ ଦେଇଥିବା କଥା ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା #mumbai #hardikpandya #prameyadigital #PrameyaOdia
ଓ୍ବାଙ୍ଖଡେ ଷ୍ଟାଡିୟମର ଗ୍ରାଉଣ୍ଡଷ୍ଟାଫଙ୍କୁ ଦେଇଥିବା କଥା ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା - Prameya Odia

Hardik Pandya felicitates MCA ground staff with gifts and cash rewards after India’s T20 World Cup triumph. A heartwarming gesture celebrating the unsung heroes behind the victory.

From prameya.com
97
Prameya Digital
Prameya Digital @PrameyaDigital ·
prameya.com/anna-universit… ପ୍ରଫେସରଙ୍କ ନାଁରେ ଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ #tamilnadu #crime #prameyadigital #PrameyaOdia
ପ୍ରଫେସରଙ୍କ ନାଁରେ ଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ - Prameya Odia

A student at Anna University has accused a professor of sexual harassment, prompting a police investigation in Chennai. Here’s what we know so far about the case.

From prameya.com
195