#ଆମିଷମୁକ୍ତ_ବଡ଼ଦାଣ୍ଡ_କେବେ?
ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଆଖପାଖରେ ଖୋଲିବନି ମଦ ଦୋକାନ । ନୂତନ ଅବକାରୀ ନୀତିରେ ଶ୍ରୀକ୍ଷେତ୍ର ମର୍ଯ୍ୟାଦା ଓ ଗରିମା ଅକ୍ଷୂର୍ଣ୍ଣ ରଖିବାକୁ ଗୁରୁତ୍ୱ । କେବେ ହେବ ଆମିଷମୁକ୍ତ, ପ୍ରଶ୍ନ ଉଠାଇଲେ ସଂସ୍କୃତି ପ୍ରେମୀ
#Puri #BadaDanda #Odisha #KanakNews
2




After successful completion of first phase of inventory of Puri’s Shree Jagannath Temple’s Ratna Bhandar, the second phase of inventory will be held on April 8, 9 and 10.
From prameyanews.com