CSN India
CSN India @csn_india ·
Not just a race, but a celebration of dedication, discipline, and dreams An unforgettable chapter in India's athletics journey. 1st National Indoor Athletics Championship 2026 conducted at Kalinga Stadium, Bhubaneswar from 24 to 25 March 2026 #indoorathletics2026 #kalingastadium
7
Sakala News
Sakala News @SakalaNews ·
ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌ thesakala.in/latest-odisha-… #KalingaStadium #NaveenPatnaik #WorldAthleticsIndoorChampionships2028 #Odisha #India
ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

From thesakala.in
14
ETVBharat Odisha
ETVBharat Odisha @ETVBharatOD ·
କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ; ପ୍ରଥମ ଦିନରେ ହିଁ ଭାଙ୍ଗିଲା ଏକାଧିକ ରେକର୍ଡ #KalingaStadium #nationalindoorathletics #Odisha etvbharat.com/or/sports/indi…
କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ; ପ୍ରଥମ ଦିନରେ ହିଁ ଭାଙ୍ଗିଲା ଏକାଧିକ ରେକର୍ଡ

National Indoor Athletics 2026: କଳିଙ୍ଗ ଷ୍ଟାଡିୟମଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି'ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬'। ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ

From etvbharat.com
35
Odisha Sports
Odisha Sports @sports_odisha ·
1𝘀𝘁 𝗡𝗮𝘁𝗶𝗼𝗻𝗮𝗹 𝗜𝗻𝗱𝗼𝗼𝗿 𝗔𝘁𝗵𝗹𝗲𝘁𝗶𝗰𝘀 𝗖𝗵𝗮𝗺𝗽𝗶𝗼𝗻𝘀𝗵𝗶𝗽𝘀 2026 A first for India, the National Indoor Athletics Championships 2026 was formally inaugurated by Hon'ble Minis@ter, Sports & Youth Services, Sri @suryabaStadium in Bhubaneswar. Also present on this momentous occasion were Vice President, @WorldAthletics, Sri @Adille1, President, Athletics Federation of India, Sri Bahadur Singh Sagoo, Commissioner-cum-Secretary, DSYS, Sri Bhupendra Singh Poonia, IAS, Director Sports, @vijayyeddula, Honorary Secretary, Odisha Athletics Association, Sri Avijit Paul along with other dignitaries. #OdishaForSports #PadiaToPodium #IndianAthletics #IndoorAthletics
2
4
363
Prameya Digital
Prameya Digital @PrameyaDigital ·
କଳିଙ୍ଗ ଷ୍ଟାଡିମୟରେ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ , ଭାଗ ନେବେ ୨୭୮ ଆଥଲେଟ #IndoorAthletics #KalingaStadium #Bhubaneswar #SportsNews #prameyaodia #prameyadigital #sports #OdishaNews prameya.com/bhubaneswar-ho…
କଳିଙ୍ଗ ଷ୍ଟାଡିମୟରେ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ , ଭାଗ ନେବେ ୨୭୮ ଆଥଲେଟ - Prameya Odia

Bhubaneswar marks a historic milestone by hosting India's inaugural closed-roof track and field competition at the Kalinga Stadium

From prameya.com
43
ଓଟିଭି
ଓଟିଭି @otvkhabar ·
ଆଜିଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେବ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିୟନସିପ୍। ଦେଶରେ ପ୍ରଥମ ଥର ପାଇଁ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିୟନସିପ ଆୟୋଜନ ହେଉଥିବା ବେଳେ ଏହା ଓଡ଼ିଶାରେ କରାଯାଉଛି। #IndoorAthletics #KalingaStadium #Bhubaneswar #SportsNews #otv
538
ଓଟିଭି
ଓଟିଭି @otvkhabar ·
ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିୟାନସିପ। ଦେଶରେ ପ୍ରଥମ ଥର ପାଇଁ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିୟାନସିପ ଆୟୋଜନ ହେଉଥିବା ବେଳେ ଏହାର ଭେନ୍ୟୁ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ... #IndoorAthletics #KalingaStadium #Championships #OTV
1
956