Chanda mani Singh
Chanda mani Singh @Sarpanch_Chanda ·
ଲକ୍ଷ୍ମନାସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୋଜାବସା ଗ୍ରାମରେ ଏକ ପଞ୍ଚାୟତସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କଲି। @12_baje @JjmMayurbhanj @BDO_Khunta #footballtunmament #traditionalgame #communityunity #playforhealth
2
24