ବିଜୟନଗର ଗ୍ରାମପଂଚାୟତ ଚନ୍ଦନଖୁଣ୍ଟି
ଗ୍ରାମରେ ମହିଳା ଜନ କଲ୍ୟାଣ ସଂଗଠନ ପକ୍ଷରୁ ଗ୍ରାମର ବିଭିନ୍ନ ମୈଳିକ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ କୃଷକ ଓଡ଼ିଶା ପଞ୍ଜୀକରଣ #ଦ୍ଵିତୀୟଫସଲ ଉତ୍ପାଦନ ଉପରେ ତଥା ସରକାରୀ ଯୋଜନା ସମ୍ବନ୍ଧରେ ସଚେତନତାର ଏକ ବୈଠକ ବସିଥିଲା। @MSMO40845837 @OSM91165819 @Atmashakti3 #LSDGs
3
4
21



