ଭୁବନେଶ୍ୱର ୟୁନିଟ୍-୯ ରୋଡ଼ ଅଞ୍ଚଳର ବ୍ୟବସାୟୀ ଶ୍ରୀ ଅଧୀରାଜ ସାହୁ ଟିପିସିଓଡିଏଲ୍ ସେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ନିୟମିତ ଅନଲାଇନ୍ ମାଧ୍ୟମରେ ସେ ବିଦ୍ୟୁତ୍ ଦେୟ ପୈଠ କରନ୍ତି ଓ ୪% ରିହାତି ପାଆନ୍ତି ବୋଲି କହିଛନ୍ତି।
#TPCODL #CustomerConviniance #DigitalPayment
1
5
328










