ଓଟିଭି @otvkhabar · Apr 22, 2025 ଖୁବଶୀଘ୍ର ତୁଟିବ କି ଯାତ୍ରା କଳାକାର ସଂଘ ଓ ମାଲିକ ସଂଘ କଳି ? #OdiaJatra #Jollywood #Controvesry #SridharMartha #OTV otvkhabar.in/news/entertain… 2 612
ଓଟିଭି @otvkhabar · Apr 9, 2025 'ନବୀନ ଆମର ନେତା...ଆମେ ବରିଷ୍ଠ କନିଷ୍ଠ ତାଙ୍କ ପଛରେ । ନବୀନଙ୍କ ନେତୃତ୍ୱ ଉପରେ ଲୋକ କୋଉଠି ବି ଚର୍ଚ୍ଚା କରୁନାହାନ୍ତି। ନବୀନବାବୁଙ୍କ ନେତୃତ୍ୱ ଉପରେ ଆଞ୍ଚ ଆସିଲେ ବରିଷ୍ଠ କନିଷ୍ଠ ସବୁ ଏକ୍।' -ଚନ୍ଦ୍ରଶେଖର ସାହୁ, ବିଜେଡି ନେତା #BJD #Controvesry #VKPandian #NaveenPatnaik #BJD #Leader #OdishaPolitics #Odisha #OTV 30 3 59 5.1K
ଓଟିଭି @otvkhabar · Apr 9, 2025 'ପାଣ୍ଡିଆନଙ୍କୁ ନେଇ ଆଉ ଚର୍ଚ୍ଚା ଆଲୋଚନା ଦରକାର ନାହିଁ । ସେ ଆଉ ରାଜନୀତିରେ ନାହାନ୍ତି। ' - ପ୍ରତାପ ଜେନା, ବିଜେଡି ନେତା #BJD #Controvesry #VKPandian #NaveenPatnaik #BJD #Leader #OdishaPolitics #Odisha #OTV 25 11 1.3K
ଓଟିଭି @otvkhabar · Apr 9, 2025 'ପାଣ୍ଡିଆନ ୧୦ମାସ ହେଲା ଦଳରୁ ଗଲେଣି ତାଙ୍କୁ ଚର୍ଚ୍ଚା କରିବା ଭଲ ନୁହେଁ। ନବୀନ ବାବୁଙ୍କ ନିର୍ଦ୍ଦେଶରେ ଆମେ ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ କରୁଛୁ।' -ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା #BJD #Controvesry #VKPandian #NaveenPatnaik #BJD #Leader #OdishaPolitics #Odisha #OTV 23 8 1.3K