ଚୌଦ୍ବାରରେ ଜଘନ୍ୟକାଣ୍ଡ; ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ...
#Choudwar #Cuttack #OdishaTV #OTV
otvkhabar.in/crime/grisly-i…
Grisly Incident in Choudwar: ଚୌଦ୍ବାରରେ ଜଘନ୍ୟକାଣ୍ଡ; ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ...
ଚୌଦ୍ବାରରେ ଘଟିଛି ଜଘନ୍ୟକାଣ୍ଡ । ଓଟିଏମ୍ ଛକରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ । ମୃତ ଯୁବକ ଚୌଦ୍ବାର ମରହଟ୍ଟା ସାହିର ରାମ ସିଂ । ସକାଳେ ପରିବାର ଓ ଭାଇଙ୍କ ସହ କଥା ହେଇଥିଲେ।
From otvkhabar.in 452






