First India
First India @thefirstindia ·
🚨Two people were killed and three others were injured as a severe storm with heavy rain and strong winds hit Baripada in Odisha, causing widespread damage, police said. #OdishaStorm #Baripada #WeatherAlertK
28
NewsMobile Samachar
NewsMobile Samachar @NewsMobileHindi ·
ओडिशा में भीषण तूफान का कहर! पेड़ गिरने से 2 की मौत, IMD का 7 दिन का अलर्ट #OdishaStorm #Mayurbhanj #Baripada #BreakingNews #StormAlert #IMDAlert #RainAlert #Thunderstorm #WeatherUpdate #IndiaNews #NaturalDisaster #HeavyRain hindi.newsmobile.in/odisha-baripad…
ओडिशा में भीषण तूफान का कहर! पेड़ गिरने से 2 की मौत, IMD का 7 दिन का अलर्ट - News Mobile

ओडिशा के बारीपदा में आए भीषण तूफान और बिजली गिरने से 2 लोगों की मौत और भारी नुकसान हुआ है।जानें मौसम विभाग की अगली 7 दिनों की स्थिति।

From hindi.newsmobile.in
5
26
Kanak News
Kanak News @kanak_news ·
#କାର_ଉପରେ_ପଡିଗଲା_ଗଛ କାର ଉପରେ ପଡିଗଲା ଗଛ । ଅଳ୍ପକେ ବର୍ତ୍ତିଲେ କାର ଚାଳକ ଓ ଲୋକେ । ବିନା ପବନ ବର୍ଷାରେ ଦେଖୁ ଦେଖୁ ପଡିଗଲା ଗଛ । ବାରିପଦା ହସ୍ପିଟାଲ ପରିସରରେ ଥିବା ଦୀର୍ଘ ବର୍ଷର କୃଷ୍ଣଚୁଡା ଗଛ ପଡିଯାଇଛି । #Baripada #Odisha #KanakNews
594
Sakala News
Sakala News @SakalaNews ·
ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ thesakala.in/latest-odisha-… #Thunderstorm #Baripada #Mayurbhanj #Odisha
ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

Get Latest Odisha news, Breaking Headlines, ePaper, live video, sports, business, crime & entertainment updates in The Sakala.

From thesakala.in
19
ଓଟିଭି
ଓଟିଭି @otvkhabar ·
ଝଡ଼ତୋଫାନ ନେଲା ୨ ଜୀବନ.. ବାରିପଦାରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ.. ପବନରେ ଗଛ ପଡି ୨ ମୃତ, ୩ ଜଣ ଆହତ.. #Baripada #Storm #TreeCollapse #Cyclone #HeavyRain #OTV
1
523
Orissa POST Live
Orissa POST Live @OrissaPOSTLive ·
Two people lost their lives and three others were injured after a sudden storm with heavy rain and strong winds hit Baripada late Friday night, causing multiple incidents of fallen trees. #Storm #WeatherAlert #Baripada #Odisha #OrissaPOST 📲 Follow Orissa POST – Odisha’s No. 1
42
Indigenous Media
Indigenous Media @IndigenousRule ·
#23rdMarch2026 #NationwideDemonstrationRally #Baripada #Mayurbhanj #Odisha भारत बंद को मेरा जाहीर समर्थन . भारत बंद संविधान के समर्थन में हैं UGC कानून लागू करणे के लिये है ओबीसी जातीनिहाय जनगणना के लिये हैं . #BharatBandh4UGCAct #23aprilbharatbandh
6
76
Kanak News
Kanak News @kanak_news ·
#ଛି_ଛି_ଏଇଠି_ରୋଷେଇ_ହେଉଛି ପିଲାଙ୍କ ଖାଦ୍ୟ ଯେଉଁଠାରେ ତିଆରି ହେଉଛି ସେ ସ୍ଥାନ ପରିସ୍କାର ରହିବା ଦରକାର । ହେଲେ ଏ ଘର ଦେଖିଲେ ଛିଡ଼ା ହେବାକୁ ଇଚ୍ଛା ନାହିଁ । କିନ୍ତୁ ଏଇଠି ପିଲାଙ୍କ ପାଇଁ ରୋଷେଇ ହେଉଛି । ଦେଖନ୍ତୁ କେମିତି ଓ କେଉଁ ପରିବେଶରେ ପିଲାଙ୍କ ପାଇଁ ରୋଷେଇ ହେଉଛି #Baripada #Odisha #KanakNews
1
3
674
Kanak News
Kanak News @kanak_news ·
#ବାରିପଦାର_ରାଜନୈତିକ_ପାରା_ଉଚ୍ଚା ବିଜ୍ଞପ୍ତି ପରେ ବିଜ୍ଞାପିତ ଅଞ୍ଚଳରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ମୟୂରଭଞ୍ଜର ୬ଟି ନୂଆ ଏନ୍‌ଏସିରେ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ଜୁନ୍ ୨୦୨୬ ସୁଦ୍ଧା ନିର୍ବାଚନ ସମ୍ଭାବନା । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଚିଠି ପରେ ପ୍ରଶାସନର ପ୍ରସ୍ତୁତି ଜୋରଦାର #Baripada #Odisha #KanakNews
564
NandighoshaTV
NandighoshaTV @NandighoshaTV ·
ବାରିପଦା ବନଖଣ୍ଡ ଅନ୍ତର୍ଗତ କୁଳିଅଣା ଅଂଚଳରୁ କଳା ବାଘ ଚମଡ଼ା ଜବତ ମାମଲାରେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମାନଙ୍କ ଗିରଫ ସଂଖ୍ୟା ୯ ରେ ପହଞ୍ଚିଛି #nandighoshatv #baripada #odisha
86
Bada Khabar
Bada Khabar @badakhabarnews ·
#ବାପାକୁ_ପିଟିପିଟି_ହତ୍ୟା_କଲା_ପୁଅ -ବାରିପଦା: ଘରୋଇ କଳିରୁ ବାପାକୁ ପିଟିପିଟି ହତ୍ୟା କଲା ପୁଅ -ଠାକୁରମୁଣ୍ଡା ଥାନା କାଶୀବେଡ଼ା ଗାଁରେ ଅଭାବନୀୟ ଘଟଣା -ପୁଅକୁ ଅଟକ ରଖିବା ସହ ଠାକୁରମୁଣ୍ଡା ପୋଲିସର ତଦନ୍ତ ଜାରି #Baripada #OdishaCrime #Thakurmunda #SonKillsFather #DomesticViolence #Mayurbhanj #BadaKhabar
39
ଓଟିଭି
ଓଟିଭି @otvkhabar ·
#ବାପାକୁ_ପିଟିପିଟି_ହତ୍ୟା_କଲା_ପୁଅ -ବାରିପଦା: ଘରୋଇ କଳିରୁ ବାପାକୁ ପିଟିପିଟି ହତ୍ୟା କଲା ପୁଅ -ଠାକୁରମୁଣ୍ଡା ଥାନା କାଶୀବେଡ଼ା ଗାଁରେ ଅଭାବନୀୟ ଘଟଣା -ପୁଅକୁ ଅଟକ ରଖିବା ସହ ଠାକୁରମୁଣ୍ଡା ପୋଲିସର ତଦନ୍ତ ଜାରି #Baripada #OdishaCrime #Thakurmunda #SonKillsFather #DomesticViolence #Mayurbhanj #FamilyTragedy #MurderCase#OTV
595
Ministry of Panchayati Raj, Government of India
Ministry of Panchayati Raj, Government of India @mopr_goi ·
A shining community‑driven effort from Grameen Bharat In #Dhule District of #Maharashtra, the villages of #Baripada, #Mohgaon and #Chavdipada, through the active involvement of their respective Gram Panchayats, have shown how community participation can strengthen national in consultation with their Panchayats, have voluntarily chosen sustainable cooking practices such as solar cookers, smokeless chulhas etc, while easing pressure on urban LPG demand. This community‑driven effort will continue for the next six months with the guidance of the Gram Panchayats. The collective decision reflects the spirit of self‑reliance, and it is a shining example of how rural communities, guided by their Panchayats, can contribute to sustainability and inspire the nation. #TimesOfIndia @timesofindia
1
1
332