ଶ୍ରୀନଗର-ଲେହ ଜୋଜିଲା ପାସ୍ ନିକଟରେ ଭୟଙ୍କର ହିମସ୍ଖଳନ.. ହିମସ୍ଖଳନରେ ୭ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ.. ସୂର୍ଯ୍ୟକିରଣରେ ବରଫ ତରଳି ହିମସ୍ଖଳନ ହୋଇଥିବା ଅନୁମାନ.. ସମୁଦ୍ର ପତ୍ତନଠୁ ପ୍ରାୟ ୩,୫୮୦ ମିଟର ଉଚ୍ଚତାରେ ଦୁର୍ଘଟଣା..
#SrinagarLehHighway #AvalancheDisaster #SnowAvalanche #OTV
13
1.3K
