Sambad (ସମ୍ବାଦ)
Sambad (ସମ୍ବାଦ) @sambad_odisha ·
#ଘର_ଭିତରକୁ_ମାଡ଼ିଗଲା_କାର୍ ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ ମହୀଧରପୁରରେ ଅଭାବନୀୟ ଘଟଣା। ଭୋର ସମୟରେ ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶିଗଲା ଟାଟା କର୍ଭ କାର୍। ଭାଙ୍ଗିଲା ପାଚେରି ଓ କାନ୍ଥ, ଚୂରମାର ହେଲା ଆସବାବପତ୍ର। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ପୁଲିସ ଦ୍ୱାରା ଗାଡ଼ି ଜବତ। #Angul #Odisha #RoadAccident#Sambad
2
1.7K
Sambad (ସମ୍ବାଦ)
Sambad (ସମ୍ବାଦ) @sambad_odisha ·
ଓଡ଼ିଶାର ସର୍ବବୃହତ୍‌ ଏକକ ସ୍ଥାନ ଇସ୍ପାତ କାରଖାନାରେ ପରିଣତ ହେଲା ଏହି କାରଖାନା #Sambad #angul #JSPL #jindalsteelplant #OdishaIndustry #CapacityExpansion #business #Odisha sambad.in/business/jinda…
ବାର୍ଷିକ ଉତ୍ପାଦନ କ୍ଷମତା ୧୨ ଏମ୍‌ଟିପିଏକୁ ବୃଦ୍ଧି

ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍ ଅକ୍ସିଜେନ୍ ଫର୍ଣ୍ଣେସ୍ (ବିଓଏଫ୍‌-୩)କୁ କାର୍ଯ୍ୟକ୍ଷମ କରିଛି। ଏହାଦ୍ବାରା କମ୍ପାନିର ବାର୍ଷିକ ୬ ନିୟୁତ ଟନ୍‌ କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ...

From sambad.in
391
Argus News
Argus News @ArgusNews_in ·
#ଟ୍ରକ୍_ଧକ୍କାରେ_ବାଇକ୍_ଆରୋହୀ_ମୃତ ଅନୁଗୁଳ: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ ସମଲ ଥାନା ବଲାଙ୍ଗୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା #Angul #Accident #OneDead #ArgusNews
182
NALCO
NALCO @NALCO_India ·
NALCO Teams from Smelter and CPP, #Angul, #Odisha, has bagged the #ProductivityExcellence Award 2026 (5-Star Rating) in the Group Presentation Competition during the Productivity Day celebrations, organised by Odisha State Productivity Council (OSPC) in association with National PC) at Bhubaneswar. Similarly NALCO team from Mines and Refinery Complex, Damanjodi, also received the #ProductivityExcellence Award 2026 (3 Star) in recognition to excellence in productivity and #innovation. Shri Sachidananda Jena, ED (S&P), along with senior officials from both the units and winning team members were present in the ceremony and received the awards. @kishanreddybjp @satishdubeyy @MinesMinIndia @mygovindia @DPE_GoI @NPC_INDIA_GOV #NALCO #TeamWork #NPC #OSPC #Achievement #Excellence
1
221
Argus News
Argus News @ArgusNews_in ·
Union Education Minister #DharmendraPrdhan: "On the sacred occasion of Shri Ram Navami, I was blessed to visit the Ram Temple at Bantala, #Angul, and participate in the grand celebrations organized by Shri Shri Sitaram Parishad. Lord Shri Ram’s life and ideals embody dharma, ing as an eternal guide not only for Indian culture but for all humanity. May His divine grace bring prosperity and harmony to our nation and state." #Odisha #ShriRamNavami
166
Argus News
Argus News @ArgusNews_in ·
ବିକାଶର ଭିତ୍ତିଭୂମି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ଭେଟି ଛେଣ୍ଡିପଦାରେ ଧର୍ମେନ୍ଦ୍ରଙ୍କ ଦ୍ବାରା ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ #Odisha #Angul #Chendipada #DevelopedOdisha #SustainableFuture #DharmendraPradhan #ArgusNews
83
DD News Odia
DD News Odia @DDNewsOdia ·
💠କେନ୍ଦ୍ର ଶିକ୍ଷାମନ୍ତ୍ରୀ@dpradhanbjp ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ଡେରଜାଙ୍ଗ ଡ୍ୟାମଠାରେ ବୋଟିଂ ସୁବିଧାକୁ ଉଦ୍‌ଘାଟନ କରିଛନ୍ତି । 💠ଏହି ସୁବିଧା ଡେରଜାଙ୍ଗକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ସହିତ ସ୍ଥାନୀୟ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । #AngusR
1
214
Argus News
Argus News @ArgusNews_in ·
#Angul I Union Education Minister #DharmendraPradhan addressed the people of Chhendipada, emphasizing that a developed Angul will lead to a developed #Odisha. The Minister assured solutions for housing, water, and employment challenges, while highlighting new initiatives like es and support for the poor. He also urged teachers to take the lead in eliminating single-use plastic from schools, reinforcing his vision for a sustainable and prosperous Odisha by 2036. #DevelopedOdisha #SustainableFuture #Odisha2036
92
Argus News
Argus News @ArgusNews_in ·
#ଦଣ୍ଡନାଚ_କରିବାକୁ_ଯାଇଥିଲେ_ମିଳିଲା_ମୃତଦେହ ଆଠମଲ୍ଲିକ: ନିଖୋଜ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ବନ୍ଧୁପାଲି ଜାମ୍ବୁବଣି ନିକଟରେ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ମୃତକ ଡିଗିପଦର ଗାଁର ଗଣେଶ୍ୱର ବିଶ୍ୱାଳ ହୋଇଥିବା ସୂଚନା ୨ ଦିନ ତଳେ ଦଣ୍ଡଯାତ୍ରା କରିବାକୁ ଯିବାକୁ କହି ଘରୁ ଆସିଥିଲେ #Angul #Athmallik #DeadBodyFound #ArgusNews
130