JJM, MAYURBHANJ
JJM, MAYURBHANJ @JjmMayurbhanj ·
ବେତନଟୀ ବ୍ଲକ ଅନ୍ତର୍ଗତ ମେହେର୍ଦ୍ଦା ପଞ୍ଚାୟତ ଅଧିନସ୍ଥ ଚନ୍ଦନମୁଖା ଗ୍ରାମର ବାସିନ୍ଦା ସିନ୍ଧୁ ବେହେରା ଆଜକୁ ବର୍ଷେ ହେବ ଭତ୍ତା ପାଇଁ ଆବେଦନ କରିଛନ୍ତି ହେଲେ ଏହାକୁ ଅନୁମୋଦନ କରାଯାଇନାହିଁ । ତେଣୁ ବିଭାଗୀୟ ଅଧିକାରୀ @SSEPD2 ଙ୍କୁ ସମାଧାନ ପାଇଁ ଅନୁରୋଧ। @DssoMayurbhanj #SocialSecurity #PensionForAll #Supportneed
14
33
674
JJM, MAYURBHANJ
JJM, MAYURBHANJ @JjmMayurbhanj ·
କପ୍ତିପଦା ବ୍ଲକ୍ ର ମାଙ୍କଡପଡ଼ା ପଞ୍ଚାୟତ ଅଧିନସ୍ଥ ଗୟଳମରା ଗ୍ରାମର ବାପ ଛେଉଣ୍ଡ କନ୍ୟା ଝୁନି ସିଂ କରୋନା ପର ଠାରୁ ଆଉ ପାଠ ପଢି ପାରିନାହିଁ ଏବଂ ପଢ଼ିବା ପାଇଁ ଚାହୁଁଛି। @SMEOdisha ଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ। @NityanandaBJP #education #EducationForAll #Supportneed #Sdgs
7
29
286
JJM, MAYURBHANJ
JJM, MAYURBHANJ @JjmMayurbhanj ·
କପ୍ତିପଦା ବ୍ଳକର ମାଙ୍କଡ଼ପଡ଼ାର ଗୟଳମରା ଗ୍ରାମର ସ୍ଵାମୀ ପରିତ୍ୟକ୍ତା ମହିଳା ବୁଧୁନି ଖୁଲାର ଙ୍କ ସ୍ବାମୀ ଆଉ ଗୋଟିଏ ବାହା ହୋଇ ଅନ୍ୟତ୍ର ଚାଲିଯାଇଛି। ବୁଧୁନି ତିନି ପିଲାଙ୍କୁ ପାଠ ପଢ଼ାଇ ପାରୁ ଥିବାରୁ ହଷ୍ଟେଲ ବ୍ୟବସ୍ଥା ପାଇଁ @SMEOdisha ଙ୍କୁ ଅନୁରୋଧ । @DM_Mayurbhanj #EducationMatter #EducationForAll #supportneed
9
29
520
JJM, MAYURBHANJ
JJM, MAYURBHANJ @JjmMayurbhanj ·
ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଖମଣସାହି ଗ୍ରାମର ବୁଦୁନି ମାର୍ଣ୍ଡି ନିଜର ପିଲା ଦୁଇଟିର ଆଧାର ବାରମ୍ବାର ଆବେଦନ କରିବା ପରେ ମଧ୍ୟ ତାଙ୍କର ଆଧାର ଆସୁନାହିଁ। ସେମାନଙ୍କୁ ଭୁବନେଶ୍ୱର ଯିବା ପାଇଁ କହୁଛନ୍ତି। ବିଭାଗୀୟ ଅଧିକାରୀ @ceo_uidai ଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ। #AadharForAll #AadharMatter #SupportNeed
9
25
568
Sajid Sorker
Sajid Sorker @sajid365_sr ·
In this boundless digital realm, I'm fervently seeking an entry/mid-level role as a Front-end/MERN developer. My family's future hinges on this quest. Can you be the guiding star in our tale? Your support could script a new chapter. Grateful for any help.🙏#JobSearch #SupportNeedn
45