ମନିଟର ବ୍ୟବହାର କରି କିପରି ନିଆଁ ନିୟନ୍ତ୍ରଣ ପାରିବ ତାହାର କଳା କୌଶଳ ପ୍ରଦର୍ଶନ କରାଯାଇଥିଲା। ବିପଦଜ୍ଜନକ ତଥା ବ୍ଳାଷ୍ଟିଙ୍ଗ ସାମଗ୍ରୀ ଥିବା ସ୍ଥାନ ଗୁଡିକରେ ରୋବଟିକ ମନିଟରର ବ୍ୟବହାର ଦ୍ଵାରା ଅତ୍ୟାଧୁନିକ ପଦ୍ଧତିରେ କିଭଳି ନିଆଁ ଆୟତ୍ତ କରାଯାଇ ପାରିବ ତାହାର ପ୍ରଦର୍ଶନ କରାଯାଇଥିଲା।(୨)
#safety #RescueMe #fireflies #rmc




48