ବାପ ଘର ଲୋକେ ପହଞ୍ଚିଲା ବେଳକୁ ହସ୍ପିଟାଲରେ ଅନୁପମାଙ୍କ ମୃତଦେହ ନିକଟରେ ତାଙ୍କ ସ୍ୱାମୀ କିମ୍ବା ଶାଶୁ ଘର ଲୋକଙ୍କ ମଧ୍ୟରୁ କେହି ନଥିଲେ। #Odisha #murder
odishareporter.in/odisha/a-newly…
Murder: ନବବଧୂଙ୍କୁ ହତ୍ୟା ଅଭିଯୋଗ, ୧୦ ମାସ ତଳେ ବାହା ହୋଇଥିଲେ; ସ୍ୱାମୀ ସମେତ ୩ ଅଟକ
ଓଡ଼ିଶା: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରେ ଜଣେ ନବବଧୂଙ୍କୁ ତାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅନୁପମା ମହାନନ୍ଦ।
From odishareporter.in 1 Likes
1
110